ରାମାନୁଜୀ Rāmānujī
- ଦେ. ବିଣ — ରାମାନୁଜସଂପ୍ରଦାୟଭୁକ୍ତ — Belonging to the Rāmānuja sect of Ba̲i̱shṇabas
- ଦେ. ବିଣ — ରାମାନୁଜ— ସଂପ୍ରଦାୟଙ୍କଦ୍ୱାରା ବ୍ଯବହୃତ — Used by the Rāmānuja sect
- ଦେ. ବିଣ — ରାମାନୁଜ ସମ୍ବନ୍ଧୀୟ — Relating to Rāmānuja
- ଦେ. ବିଣ — ରାମାନୁଜ— ଧର୍ମମତାବଲମ୍ବୀ — Following the tenets of Ba̲i̱shṇabism propagated by Rāmānuja