ରାମାନୁଗ୍ରହ Rāmānugraha

  • ସଂ. ବି ( 6 ଷ୍ଠୀ ତତ୍; ରାମ+ଅନୁଗ୍ରହ) — ରାମଚନ୍ଦ୍ରଙ୍କ ଅନୁଗ୍ରହ — The favour of Rāmachandra
  • ସଂ. ବି ( 6 ଷ୍ଠୀ ତତ୍; ରାମ+ଅନୁଗ୍ରହ) — ଈଶ୍ୱରାନୁଗ୍ରହ — The favour of God