ରାମାନନ୍ଦ Rāmānanda
- ଦେ. ବି. ପୁଂ. — ଖ୍ରୀଷ୍ଟୀୟ 14 ଶ ଶତାବ୍ଦୀରେ ଭାରତର ଉତ୍ତର— ପଶ୍ଚିମ ପ୍ରଦେଶରେ ଆବିର୍ଭୂତ ବୈଷ୍ଣବ ଧର୍ମ୍ମ— ସଂସ୍କାରକ ଓ ପ୍ରଚାରକ — ଖ୍ରୀଷ୍ଟୀୟ14ଶ ଶତାବ୍ଦୀରେ ଭାରତର ଉତ୍ତର— ପଶ୍ଚିମ ପ୍ରଦେଶରେ ଆବିର୍ଭୂତ ବୈଷ୍ଣବ ଧର୍ମ୍ମ— ସଂସ୍କାରକ ଓ ପ୍ରଚାରକ—A renowned reformer of the Hindu religion flourishing in the 14th century A. D. who advocated the worship of God Rāmachandra
- ଦେ. ବି. ପୁଂ. — [ଦ୍ର—ଏ ଧର୍ମ୍ମପ୍ରଚାରାର୍ଥ ଭାରତର ନାନାସ୍ଥାନ ପରିଭ୍ରମଣ କରି ସରଳ ହିନ୍ଦୀଭାଷାରେ ସର୍ବତ୍ର ଧର୍ମପ୍ରଚାର କରୁଥିଲେ ଓ ରାମଙ୍କର ଉପାସନା ଏହାଙ୍କ ପ୍ରବର୍ତ୍ତିତ ଧର୍ମର ମୂଳଭିତ୍ତି ଥିଲା। ବିଭିନ୍ନ ମତାବଲମ୍ବୀ ହିନ୍ଦୁମାନଙ୍କୁ ରାମୋପାସନାରୂପ ଈଶ୍ୱରାରାଧନାରେ ପ୍ରବର୍ତ୍ତାଇ ସମସ୍ତ ହିନ୍ଦୁଙ୍କୁ ଏକ ଧର୍ମ୍ମ—ସୂତ୍ରଦ୍ୱାରା ଏକ ଜାତି ଓ ଏକ ସଂପ୍ରଦାୟଭୁକ୍ତ କରିବା ଏହାଙ୍କ ଳକ୍ଷ୍ୟ ଥିଲା। ହିନ୍ଦୀଭାଷାରେ ଏ ଅନେକଗୁଡ଼ିଏ ଧର୍ମ୍ମଗ୍ରନ୍ଥ ମଧ୍ୟ ରଚନା କରିଥିଲେ। ଏହାଙ୍କ ପ୍ରବର୍ତ୍ତିତ ସମ୍ପ୍ରଦାୟ ରାମାଉତ୍ ବା ରାମାଉତି ସମ୍ପ୍ରଦାୟ ନାମରେ ଖ୍ୟାତ। ଖ୍ରୀ 12 ଶ ଶତାବ୍ଦୀରେ ଦାକ୍ଷିଣାତ୍ୟରେ ଆବିର୍ଭୂତ ରାମାନୁଜଙ୍କ ଧର୍ମମତକୁ ଏ ଆର୍ଯ୍ଯାବର୍ତ୍ତରେ ବିଶେଷରୂପେ ପ୍ରଚାର କରିଥିଲେ।] — [ଦ୍ର—ଏ ଧର୍ମ୍ମପ୍ରଚାରାର୍ଥ ଭାରତର ନାନାସ୍ଥାନ ପରିଭ୍ରମଣ କରି ସରଳ ହିନ୍ଦୀଭାଷାରେ ସର୍ବତ୍ର ଧର୍ମପ୍ରଚାର କରୁଥିଲେ ଓ ରାମଙ୍କର ଉପାସନା ଏହାଙ୍କ ପ୍ରବର୍ତ୍ତିତ ଧର୍ମର ମୂଳଭିତ୍ତି ଥିଲା ବିଭିନ୍ନ ମତାବଲମ୍ବୀ ହିନ୍ଦୁମାନଙ୍କୁ ରାମୋପାସନାରୂପ ଈଶ୍ୱରାରାଧନାରେ ପ୍ରବର୍ତ୍ତାଇ ସମସ୍ତ ହିନ୍ଦୁଙ୍କୁ ଏକ ଧର୍ମ୍ମ—ସୂତ୍ରଦ୍ୱାରା ଏକ ଜାତି ଓ ଏକ ସଂପ୍ରଦାୟଭୁକ୍ତ କରିବା ଏହାଙ୍କ ଳକ୍ଷ୍ୟ ଥିଲା ହିନ୍ଦୀଭାଷାରେ ଏ ଅନେକଗୁଡ଼ିଏ ଧର୍ମ୍ମଗ୍ରନ୍ଥ ମଧ୍ୟ ରଚନା କରିଥିଲେ ଏହାଙ୍କ ପ୍ରବର୍ତ୍ତିତ ସମ୍ପ୍ରଦାୟ ରାମାଉତ୍ ବା ରାମାଉତି ସମ୍ପ୍ରଦାୟ ନାମରେ ଖ୍ୟାତ ଖ୍ରୀ12ଶ ଶତାବ୍ଦୀରେ ଦାକ୍ଷିଣାତ୍ୟରେ ଆବିର୍ଭୂତ ରାମାନୁଜଙ୍କ ଧର୍ମମତକୁ ଏ ଆର୍ଯ୍ଯାବର୍ତ୍ତରେ ବିଶେଷରୂପେ ପ୍ରଚାର କରିଥିଲେ]
- ଦେ. ବି. ପୁଂ. — ରାମାନନ୍ଦ ପ୍ରବର୍ତ୍ତିତ ରାମୋପାସକ ବୈଷ୍ଣବ ସମ୍ପ୍ରଦାୟ — The sect of Ba̲i̱shṇabas who worship Rāma and follow the tenets of Rāmānanda
- ଦେ. ବି. ପୁଂ. — ଲୋକଙ୍କୁ ଦିଆଯିବା ନାମ — A name given to males
- ଦେ. ବି. ପୁଂ. — ରାଏ ରାମାନନ୍ଦ (ଦେଖ) — Rāe Rāmānanda (See)