ରାମାନନ୍ଦୀ Rāmānandī

  • ଦେ. ବିଣ — ରାମାନନ୍ଦ ସମ୍ବନ୍ଧୀୟ — Relating to Rāmānanda
  • ଦେ. ବିଣ — ରାମାନନ୍ଦ ସମ୍ପ୍ରଦାୟ ଅନୁଯାୟୀ — Following or according to the Rāmānanda sect
  • ଦେ. ବି — ରାମାନନ୍ଦମତାବଲମ୍ବୀ ବୈଷ୍ଣବ ସମ୍ପ୍ରଦାୟ — The sect of Ba̲i̱shṇabas following the teaching of Rāmānanda
  • ଦେ. ବି — ରାମାନନ୍ଦୀ ଚିତା (ଦେଖ) — Rāmānandī chitā (See)