ରାମାଉତି Rāmāuti
- ଦେ. ବି. ବି (ହିନ୍ଦି ରାମାୱତ୍ରୁ ଅନୁକୃତ) — ରାମାନୁଜ ସଂପ୍ରଦାୟର ରାମଭକ୍ତ ବୈଷ୍ଣବ — A sect of ascetics who worship Rāma
- ଦେ. ବି. ବି (ହିନ୍ଦି ରାମାୱତ୍ରୁ ଅନୁକୃତ) — ରାମୋପାସକ ବୈଷ୍ଣବ — A devotee of Bishṇu in the incarnation of Rāma
- ଦେ. ବି. ବି (ହିନ୍ଦି ରାମାୱତ୍ରୁ ଅନୁକୃତ) — ରାମାନନ୍ଦ ପ୍ରବର୍ତ୍ତିତ ସଂପ୍ରଦାୟର ବୈଷ୍ଣବ — A Ba̲i̱shṇaba following the tenets of the Baishṇaba reformer Rāmānuja