ରାମପୁର Rāmapura

  • ଦେ. ବି. ନାମ — କାଶ୍ମୀର ଦେଶର ଗୋଟିଏ ନଗର। (ଏ ସ୍ଥାନରେ ଉତ୍କୃଷ୍ଟ ଓ ପତଳା ପଶମ ଚାଦର ଓ ଶାଲ ପ୍ରସ୍ତୁତ ହୁଏ) — Name of a town in Kashmere noted for its fine woollen shawls
  • ଦେ. ବି. ନାମ — ରେଢ଼ାଖୋଲ ରାଜ୍ୟର ଏକ ନଗର — Name of a small town in Reṟḍ̠ẖākhol State
  • ଦେ. ବି. ନାମ — ଯୁକ୍ତପ୍ରଦେଶର ଗୋଟିଏ ଜିଲ୍ଲା ଓ ନଗର ଓ ରେଳଷ୍ଟେସନ୍ — Name of a town in the United Provinces