ରାମନଗର Rāmanagara
- ଦେ. ବି (ନାମ) — ମଧ୍ୟଭାରତର ବଘେଲଖଣ୍ଡ ଅଞ୍ଚଳର ରେୱା ରାଜ୍ୟର ଏକ ନଗର — Name of a town in Central India
- ଦେ. ବି (ନାମ) — ମଧ୍ୟପ୍ରଦେଶର ମଣ୍ଡଲା ରାଜ୍ୟର ଏକ ନଗର — Name of a town in the Central Provinces
- ଦେ. ବି (ନାମ) — ଚେନାବ (ଚର୍ମଣ୍ୱତୀ) ନଦୀ ତୀରସ୍ଥ ପଞ୍ଜାବର ଏକ ନଗର — Name of a town in the Punjab
- ଦେ. ବି (ନାମ) — କାଶ୍ମୀର ରାଜ୍ୟର ଏକ ପାର୍ବତ୍ୟ ନଗର — Name of a hilly town in Kashmere
- ଦେ. ବି (ନାମ) — କାଶୀର ଅପର ପାର୍ଶ୍ୱରେ ଗଙ୍ଗା— କୂଳରେ ଥିବା କାଶୀର ମହାରାଜାଙ୍କ ରାଜଧାନୀ — Name of the town where the Maharaja of Benares has his palace