ରାମନବମୀ Rāmanabamī
- ସଂ. ବି — ରାମଚନ୍ଦ୍ରଙ୍କ ଜନ୍ମତିଥି; ଚୈତ୍ର ଶୁକ୍ଳନବମୀ — The anniversary of the birth of Rāmachandra, the ninth day of the bright fortnight of Cha̲i̱tra
- ସଂ. ବି — ରାମନବମୀଠାରୁ ଆରମ୍ଭ କରି ରାମାୟଣର ଅଭିନୟରୂପ ଯାତ୍ରା — Acting of the episodes of Rāma's life
- ସଂ. ବି — [ଦ୍ର—ସ୍ଥାନେ ସ୍ଥାନେ ଓଡ଼ିଶାର ମଫସଲରେ ଓ ଭାରତର ଉତ୍ତରପଶ୍ଚିମାଞ୍ଚଳରେ ଏ ଅଭିନୟ ବିଶେଷ ସମାରୋହ ସହିତ କରାଯାଏ ଓ ଏ ଯାତ୍ରା ବହୁ ରାତ୍ରିରେ ଶେଷ ହୁଏ। ରାମନବମୀ ମାରୱାଡ଼ୀ ଓ ରାମ— ଭକ୍ତମାନଙ୍କର ଗୋଟିଏ ପ୍ରଧାନ ପର୍ବ। ଏହି ଦିନଠାରୁ ମାରୱାଡ଼ୀମାନଙ୍କର ବ୍ୟାବସାୟିକ ବର୍ଷ ଆରମ୍ଭ ହୁଏ।]