ରାମକରୀ Ramakarī
- ସଂ. ବି. — ରାଗିଣୀବିଶେଷ; — Name of a secondary tune in Hindu music
- ସଂ. ବି. — [ଦ୍ର—ଏହା ଭୈରବ ରାଗର (ମତାନ୍ତରରେ ପଞ୍ଚମ ରାଗର ଓ ମତାନ୍ତରରେ କର୍ଣ୍ଣାଟରାଗର) ଭାର୍ଯ୍ୟା; ଏହା ଗାଇବା ସମୟ ପ୍ରାତଃକାଳ 1 ଦଣ୍ଡଠାରୁ 5 ଦଣ୍ଡ ପର୍ଯ୍ୟନ୍ତ। ଏହା ସମ୍ପୂର୍ଣ୍ଣ ଜାତିର ରାଗିଣୀ; ଏଥିରେ ଋଷଭ, ନିଷାଦ ଓ କୋମଳସ୍ୱର ଲାଗେ—ହି. ଶ.] — [ଦ୍ର—ଏହା ଭୈରବ ରାଗର (ମତାନ୍ତରରେ ପଞ୍ଚମ ରାଗର ଓ ମତାନ୍ତରରେ କର୍ଣ୍ଣାଟରାଗର) ଭାର୍ଯ୍ୟା; ଏହା ଗାଇବା ସମୟ ପ୍ରାତଃକାଳ1ଦଣ୍ଡଠାରୁ5ଦଣ୍ଡ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଜାତିର ରାଗିଣୀ; ଏଥିରେ ଋଷଭ, ନିଷାଦ ଓ କୋମଳସ୍ୱର ଲାଗେ—ହି. ଶ.]