ରାମଗଡ଼ Rāmagaṟḍ̠a

  • ଦେ. ବି — ରାଜପୁତାନାର ଜୟପୁର ରାଜ୍ୟର ନଗର ବିଶେଷ — Name of a town in Jeypur State
  • ଦେ. ବି — [ଦ୍ର—ଏହା ଜୟପୁର ରାଜ୍ୟର ଉତ୍ତର ପଶ୍ଚିମରେ ଅବସ୍ଥିତ।]
  • ଦେ. ବି — ବିହାର ପ୍ରଦେଶର ହଜାରିବାଗ ଜିଲ୍ଲାର ଗୋଟିଏ ନଗର ଓ ବେଙ୍ଗଲ ନାଗପୁର ରେଳର ଗୋଟିଏ ଷ୍ଟେସନ୍ — Name of a town and railway station in Hazaribag