ରାମ ସାରସ Rāma sārasa
- ଦେ. ବି. (ସଂ. ରାମ ଓ ସାରସ) — କୁଳେଚର ଦୀର୍ଘପଦ ଦୀର୍ଘଚଞ୍ଚୁ ପକ୍ଷୀ; ବଢ଼ିଆକାଙ୍କ ବା ସାରସ ଜାତୀୟ ପକ୍ଷୀ — The black-necked stork; Xenorhynchus Asiaticus; the East Indian jabiru
- ଦେ. ବି. (ସଂ. ରାମ ଓ ସାରସ) — [ଦ୍ର—ଏମାନେ ଗୋଡ଼ଠାରୁ ଥଣ୍ଟ ପର୍ଯ୍ୟନ୍ତ ପ୍ରାୟ ତିନି ହାତ ଲମ୍ବ। ଏମାନଙ୍କର ପେଟ ଓ ଗୋଡ଼ ଧଳା; ଗୋଡ଼ର ଉଚ୍ଚତା ପ୍ରାୟ ଦୁଇ ହାତ; ଥଣ୍ଟ ଏକ ଚାଖଣ୍ଡ; ବେକ ପ୍ରାୟ 1 ହାତ ଲମ୍ବ ଓ ସରୁ।] — [ଦ୍ର—ଏମାନେ ଗୋଡ଼ଠାରୁ ଥଣ୍ଟ ପର୍ଯ୍ୟନ୍ତ ପ୍ରାୟ ତିନି ହାତ ଲମ୍ବ ଏମାନଙ୍କର ପେଟ ଓ ଗୋଡ଼ ଧଳା; ଗୋଡ଼ର ଉଚ୍ଚତା ପ୍ରାୟ ଦୁଇ ହାତ; ଥଣ୍ଟ ଏକ ଚାଖଣ୍ଡ; ବେକ ପ୍ରାୟ1ହାତ ଲମ୍ବ ଓ ସରୁ]