ରାମ ଶିଂଘା Rāma ṡiṅghā

  • ଦେ. ବି. (ସଂ. ରାମ ଓ ଶୃଙ୍ଗା) — ବାବାଜୀ ବୈଷ୍ଣବ— ମାନେ ହରି ସଂକୀର୍ତ୍ତନ ସମୟରେ ମୁଖ ଦ୍ୱାରା ଧ୍ୱନି ପୂର୍ବକ ବଜାଇବା ମହିଷ ଶୃଙ୍ଗାକାର ବଡ଼ ତୁରୀ — A bugle or trumpet (shaped like a buffalo horn) blown by Ba̲i̱shṇabas in the course of Saṁkīrttana