ରାମ ତିଳକ Rāma tiḻaka

  • ଦେ. ବି — ତିଳକ ରୂପରେ କପାଳାଦିରେ ଧାରଣ କରାଯିବା ଏକ ପ୍ରକାର ହଳଦିଆ ମାଟି; ରାମରଜ — A kind of yellow earth used as sacred paint on the forehead
  • ଦେ. ବି — ରାମାନନ୍ଦୀ ଚିତା — The sectarian earth-paint put on the forehead of the Rāmānandi sect