ରାମ କର୍ପୂର Rāmakarpūra
- ସଂ. ବି. (ବୈଦ୍ଯକ) — ସୁଗନ୍ଧ ତୃଣବିଶେଷ — A sort of fragrant grass; Andropogen Schoenanthus
- ସଂ. ବି. (ବୈଦ୍ଯକ) — [ଦ୍ର—ଅନ୍ଯ ସଂ. ନାମ କର୍ତ୍ତୃଣ, ଗୌହିଷ, ଦେବଜଗୁ, ସୌଗନ୍ଧିକ, ଭୂତିକ, ଧ୍ୟାମ, ପୌର, ଶ୍ୟାମକ, ଧୂମଗନ୍ଧକ]
- ସଂ. ବି. (ବୈଦ୍ଯକ) — ବୈଦ୍ଯକ ମତରେ ଏହା କଷାୟ ତିକ୍ତ ରସ ଓ କଟୁବିପାକ। ଏହା ହୃଦ୍ରୋଗ, କଣ୍ଠ— ରୋଗ, ପିତ୍ତ, ରକ୍ତଦୋଷ, ଶୂଳ, କାସ, କଫ ଓ ଜ୍ୱର ନାଶକ—ଦ୍ରବ୍ଯଗୁଣ।)