ରାମ କଦଳୀ Rāma kadaḻī

  • ଦେ. ବି. — ଉତ୍କୃଷ୍ଟ କଦଳୀ ବିଶେଷ — A species of plantain
  • ଦେ. ବି. — [ଦ୍ର—ଏହାର ପତ୍ରର ପୃଷ୍ଠଦଣ୍ଡ, ବାସୁଙ୍ଗା ଓ ଫୁଲ ଗଭୀର ରକ୍ତବର୍ଣ୍ଣ; ଏହାର ଫଳ ସରୁଆ ଓ ଚାଖଣ୍ଡେ ଲମ୍ବ। ଏହା ବମ୍ବେଇ ପ୍ରଦେଶରେ ବେଶି ମିଳେ।]