ରାବ୍ଡ଼ି ଲଚ୍ଛେଦାର୍ Rāb-ṟḍ̠i lachhedār
- ଦେ. ବି. (ହିନ୍ଦୀରୁ ଅନୁକୃତ; ରାବଡ଼ୀ+ହି. ଲଚ୍ଛେଦାର୍=ଯହିଁର ଶର ଖଣ୍ଡିତ ହୋଇ ନାହିଁ) — ଉତ୍କୃଷ୍ଟ ରାବଡ଼ି; ଯେଉଁ ରାବଡ଼ୀର ଶର ମୋଟାଳିଆ ଥାଏ — Excellent preparation of thickened milk with the layer of cream intact
- ଦେ. ବି. (ହିନ୍ଦୀରୁ ଅନୁକୃତ; ରାବଡ଼ୀ+ହି. ଲଚ୍ଛେଦାର୍=ଯହିଁର ଶର ଖଣ୍ଡିତ ହୋଇ ନାହିଁ) — [ଦ୍ର—ରାବିଡ଼ୀ ବିକ୍ରୀ କରିବାକୁ କଟକ ସହରରେ ବୁଲୁଥିବା ବୁଲାବିକାମାନଙ୍କର ଡାକ]