ରାବଣେଶ୍ୱର Rābaṇeṡwara
- ସଂ. ବି. (ମ. ପ. ଲୋ; କର୍ମଧା, ରାବଣପୂଜିତ ଈଶ୍ୱର) — ଦେବଘର (ବାବା ବୈଦ୍ୟନାଥ) ରେ ପ୍ରତିଷ୍ଠିତ ରାବଣପୂଜିତ ଶିବଲିଙ୍ଗ — Image of Ṡiba at Deoghar, said to have been worshipped by Rābaṇa
- ସଂ. ବି. (ମ. ପ. ଲୋ; କର୍ମଧା, ରାବଣପୂଜିତ ଈଶ୍ୱର) — [ଦ୍ର—ସାନ୍ତାଳ ପ୍ରଗନ୍ନାର ଦେବଘରରେ ପ୍ରତିଷ୍ଠିତ ବାବା ବୈଦ୍ୟନାଥ ରାବଣେଶ୍ୱର ବୋଲି କଥିତ।]
- ଦେ. ବି. (ମଧ୍ୟଦ୍ୱିପଦ ଲୋପ; ରାବଣନାମକ ରାକ୍ଷସେଶ୍ୱର) — ରବଣ — Rābaṇa