ରାବଣ ବଂଶ Rābaṇa bamṡa

  • ଦେ. ବି. (ରାବଣର ଅସଂଖ୍ୟ ପୁଅ ନାତି ଅଣନାତି ଥିବାରୁ) — ଯେଉଁ ପରିବାରରେ ପିତା, ପୁତ୍ର, ପୌତ୍ର, ପ୍ରପୌତ୍ର ପ୍ରଭୃତି ଅନେକ ବ୍ଯକ୍ତି ଥାଆନ୍ତି — A big family of sons, grandsons and great grandsons
  • ଦେ. ବି. (ରାବଣର ଅସଂଖ୍ୟ ପୁଅ ନାତି ଅଣନାତି ଥିବାରୁ) — ରାବଣର ଅସୁର ବଂଶଧରବିଶେଷ — The demons descendants of Rābaṇa