ରାବଣ ଛତି Rābaṇa chhati

  • ଦେ. ବି. (ସଂ. ରାବଣ+ଛତ୍) — ଏକ ପ୍ରକାର ସାମୁଦ୍ରିକ ମାଛ — A species of sea-fish; jelly-fish; medusa
  • ଦେ. ବି. (ସଂ. ରାବଣ+ଛତ୍) — [ଦ୍ର—ଏହା ଛତ୍ରାକାର ଓ ମହନଭୋଗ ପରି କୋମଳ। ପୁରୀ- କୂଳ ସନ୍ନିହିତ ସମୁଦ୍ରରେ ଏହା ଭାସୁଥାଏ ଓ ଲହରୀ ଦ୍ୱାରା ବାହିତ ହୋଇ ବେଳାଭୂମିରେ ଆସି ଲାଖିଯାଏ। ପାଣିରେ ଭାସିଲା ବେଳେ ଏହା ଝାଲର ଲଗା ଛତା ପରି ଦେଖାଯାଏ, ଶୁଖିଲାରେ ପଡ଼ିଲେ ମେଞ୍ଚାଏ ମହନଭୋଗ ବଳି ଦେଖାଯାଏ।]