ରାବଣ ଚିତା Rābaṇa chitā
- ଦେ. ବି — ଚିର ଅଶାନ୍ତି — Perpetual perturbation
- ଦେ. ବି — [ଦ୍ର—ଲୋକଙ୍କର ବିଶ୍ୱାସ ଅଛି ଯେ, ରାମଚନ୍ଦ୍ରଙ୍କଦ୍ୱାରା ନିହତ ରାବଣର ଚିତାଗ୍ନି ଚାରିଯୁଗେ ଜଳୁଥିବେ, ଏହା କଦାପି ଲିଭିବ ନାହିଁ]
- ଦେ. ବି — ଦୁଇ କାନକୁ ଦୁଇ ଆଙ୍ଗୁଠିଦ୍ୱାରା ମୁଦି— ଦେଲେ ନିଆଁ ଜଳିଲାପରି ଅନୁଭୂତ ବା କଳ୍ପିତ ଗୋଟାଏ ଗଭୀରଧ୍ୱନି।
- ଦେ. ବି — [ଦ୍ର—ଏହାକୁ ଲୋକେ ରାବଣର ଚିତା ବୋଲି କହନ୍ତି। ଫଳତଃ ଏହା ଶରୀର ଅଭ୍ୟନ୍ତରସ୍ଥ ଯନ୍ତ୍ରମାନଙ୍କର ଚାଳନାଜନିତ କଳ୍ପିତ ଅନୁଭୂତି ମାତ୍ର] — A sensation felt when one shuts up the bores of one's ears with the tips of two fingers, resembling the feeling of a person standing before a big blazing fire