ରାନ୍ଧୁଣୀ ଗାଧୁଆ Rāndhuṇī gādhuā

  • ପ୍ରାଦେ. (ବାଲେଶ୍ୱର ଓ ସମ୍ବଲପୁର) — କଅଁଳ ଗାଧୁଆ ବେଳ — Time between 7 to 9. A. M
  • ପ୍ରାଦେ. (ବାଲେଶ୍ୱର ଓ ସମ୍ବଲପୁର) — [ଦ୍ର—ଏ ସମୟରେ ପରିବାରର ପାଚିକା ବଧୁମାନେ ସ୍ନାନ କରନ୍ତି।]