ରାନ୍ଧୁଣିଆ Rāndhuṇiā
- ଦେ. ବିଣ — ପାକ କରୁଥିବା; ପାକକାରୀ; ରନ୍ଧନକାରୀ — Cooking
- ଦେ. ବି — ପାଚକ; ସୁଆର — Cook
- ଦେ. ବି — (ଉ—ରାନ୍ଧୁଣିଆଁମାନେ ଲୁଗାକୁ ନ ପାଲଟି, ଅଘଷା ଦାନ୍ତେ ଯାଇ ଜାଳିଲେ ଚୁଲିଟି। କୃଷ୍ଣସିଂହ. ମହାଭାରତ।)
- ଦେ. ବି — (ଦେଉଳମାନଙ୍କରେ ପକ୍ୱାନ୍ନ ଭୋଗର ପାକକାରୀ ବ୍ରାହ୍ମଣମାନେ ସାଧାରଣତଃ ନିକୃଷ୍ଟ ଶ୍ରେଣୀର ପଣ୍ଡା ବ୍ରାହ୍ମଣ ଓ ପାଚକ ବୃତ୍ତି କରିବା ବ୍ରାହ୍ମଣମାନେ ନିମ୍ନ ଶ୍ରେଣୀର ବ୍ରାହ୍ମଣ ଥିବାରୁ) ନିକୃଷ୍ଟ ଶ୍ରେଣୀର ବ୍ରାହ୍ମଣ — Brāhmaṇa of low grade