ରାନ୍ଧିବା Rāndhibā

  • ସଂ. ରନ୍ଧ୍ ଧାତୁ=ପାକକରିବା) — ରନ୍ଧନ କରିବା; ଖାଦ୍ୟାଦି ପାକ କରିବା — To cook victuals into food
  • ସଂ. ରନ୍ଧ୍ ଧାତୁ=ପାକକରିବା) — ଯେଉଁ ଦ୍ରବ୍ୟରୁ ତୈଳ ବାହାରେ ତାକୁ ନିଆଁରେ ବସାଇ ତୈଳ ପ୍ରସ୍ତୁତ କରିବା — To prepare oil by boiling of producing things
  • ସଂ. ରନ୍ଧ୍ ଧାତୁ=ପାକକରିବା) — [ଦ୍ର—ଭାତ ରାନ୍ଧିବାର ଅର୍ଥ—ଚାଉଳକୁ ରାନ୍ଧି ଭାତ ପ୍ରସ୍ତୁତ କରିବା। ତେଲ ରାନ୍ଧିବାର ଅର୍ଥ—ଯେଉଁ ପଦାର୍ଥରୁ ତେଲ ବାହାରେ ସେ ପଦାର୍ଥକୁ ରାନ୍ଧି ତହିଁରୁ ତୈଳ ପ୍ରସ୍ତୁତ କରିବା।]