ରାନ୍ଧଣା Rāndhaṇā

  • ଦେ. ବି. (ସଂ. ରନ୍ଧନ) — ରନ୍ଧା; ଖାଦ୍ୟାଦିର ରନ୍ଧନ — Cooking of food
  • ଦେ. ବି. (ସଂ. ରନ୍ଧନ) — ରାନ୍ଧିଥିବା ଦ୍ରବ୍ୟର ପ୍ରକାର — Cookery
  • ଦେ. ବି. (ସଂ. ରନ୍ଧନ) — ରନ୍ଧା ହୋଇଥିବା ଦ୍ରବ୍ୟ — Cooked food
  • ଦେ. ବି. (ସଂ. ରନ୍ଧନ) — [ଉ— ମୋ ରାନ୍ଧଣା ଖାଇଣ ବିରାଟ ରାଜନ, ମୋତେ ରାନ୍ଧୁଣିଆରେ କରିବ ପୂଜନ। କୃଷ୍ଣସିଂହ. ମହାଭାରତ. ବନ।]
  • ବିଣ — ରନ୍ଧା ହୋଇଥିବା — Cooked