ରାନ୍ଧଣା ପାଳି Rāndhaṇā pāḻi

  • ଦେ. ବି — ପରିବାରସ୍ଥ ବ୍ଯକ୍ତିମାନଙ୍କ ମଧ୍ୟରୁ ପାଳି କରି ରାନ୍ଧୁଥିବା ଅବସ୍ଥାରେ ଯାହାର ଯେଉଁ ଦିନ ରାନ୍ଧିବାକୁ ପାଳି ବା କ୍ରମ ପଡ଼େ — Turn of cooking which comes to a particular (female) member of a joint family on a certain day
  • ଦେ. ବି — [ଉ—ଡାଳିପୋହଳା ମାଳୀ, ଆଜି ବଡ଼ ବୋହୂଙ୍କର ରାନ୍ଧଣା ପାଳି—ଢଗ।]