ରାଧାସଖୀ Rādhā sakhī

  • ସଂ. ବି. — ରାଧାଙ୍କର ସାଙ୍ଗ — A female companion of Rādhā
  • ସଂ. ବି. — (ଦ୍ର—ଷୋଳ ସହସ୍ର ଗୋପୀ ରାଧିକାଙ୍କର ସଖୀ ଥିଲେ ମଧ୍ୟ 8 ଜଣ ତାଙ୍କର ପ୍ରିୟସଖୀ ଥିଲେ।) — (ଦ୍ର—ଷୋଳ ସହସ୍ର ଗୋପୀ ରାଧିକାଙ୍କର ସଖୀ ଥିଲେ ମଧ୍ୟ8ଜଣ ତାଙ୍କର ପ୍ରିୟସଖୀ ଥିଲେ)
  • ସଂ. ବି. — (ରାଧାସହଚରୀ—ଅନ୍ଯରୂପ)