ରାଧାରାଣୀ Rādhārāṇī

  • ଦେ. ବି. ସ୍ତ୍ରୀ — ରାଧାଙ୍କୁ ସ୍ନେହ ସମ୍ବୋଧନ — A term of endearment applied to Rādhā
  • ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ନାମ — A name given to females