ରାଧାବଲ୍ଲଭ ମଠ Rādhāballabha maṭha

  • ଦେ. ବି. — ପୁରୀ ସହରର ଗୋଟିଏ ବୈଷ୍ଣବ ମଠ — Name of a Math in Puri
  • ଦେ. ବି. — [ଦ୍ର—ଏହି ମଠରେ ଥିବା ବୈଷ୍ଣବସଂପ୍ରଦାୟ ରାଧିକାଙ୍କୁ ଶ୍ରୀକୃଷ୍ଣଙ୍କ ବିବାହିତା ସ୍ତ୍ରୀ ବୋଲି ଗ୍ରହଣ କରିଅଛନ୍ତି। ଏ ସମ୍ପ୍ରଦାୟ ନିମାର୍କ ସମ୍ପ୍ରଦାୟର ଗୋଟିଏ ଶାଖା।]