ରାଧାକୃଷ୍ଣ Rādhākṛushṇa

  • ସଂ. ବି.—[ଦ୍ୱନ୍ଦ୍ୱ] — ରାଧାଙ୍କର ଓ ଶ୍ରୀକୃଷ୍ଣଙ୍କର ଏକତ୍ର ସନ୍ନିବିଷ୍ଟ ଯୁଗଳରୂପ — Rādhā and Kṛushṇa standing or sitting together or embracing each other
  • ଦେ. ବି. ପୁଂ. — ଲୋକଙ୍କ ନାମ — A name given to males