ରାଧା ଚଡ଼କ Rādhā chaṟḍ̠aka
- ଦେ. ବି.—(ସଂ. ରାଧାଚକ୍ର) — (ଗାଳିରେ ବ୍ଯବହୃତ) ମନୁଷ୍ୟ ଉପରେ ପଡ଼ି ମୃତ୍ୟୁ ଘଟାଇବା ଚଡ଼ଚଡ଼ି ବା ବଜ୍ରସୂଚି — Thunder which strikes and kills a person
- ଦେ. ବି.—(ସଂ. ରାଧାଚକ୍ର) — (ଦ୍ର—ଲୋକେ ଗାଳିରେ କହି ଥାଆନ୍ତି, ତୋ ଉପରେ ରାଧାଚଡ଼କ ପଡ଼ୁ, ଅର୍ଥାତ୍ ତୋ ଉପରେ ବଜ୍ରପାତ ହୋଇ ତୋର ମୃତ୍ୟୁ ଘଟୁ।)