ରାଧା ଚକ୍ର Rādhā chakra

  • ସଂ. ବି.—(ରାଧାଙ୍କ ପ୍ରିୟ ଚକ୍ର; ମ. ପ. ଲୋ) — ସୁଦର୍ଶନ ଚକ୍ର — The disc (weapon)of Bishṇu by hurling which He killed many demons
  • ସଂ. ବି.—(ରାଧାଙ୍କ ପ୍ରିୟ ଚକ୍ର; ମ. ପ. ଲୋ) — [ଦ୍ର—ଏହି ଚକ୍ରଦ୍ୱାରା ଶ୍ରୀକୃଷ୍ଣ ବହୁ ଦୈତ୍ୟଙ୍କୁ ବଧ କରି- ଥିବାରୁ ରାଧା ଏହି ଅସ୍ତ୍ରକୁ ବିଶେଷ ସ୍ନେହ କରୁଥିଲେ।]