ରାତ୍ରୀ Rātrī

  • ସଂ. ବି. (ରା ଧାତୁ=ଦେବା+କର୍ତ୍ତୃ. ତ୍ରି. ଈ) — ରଜନୀ; ରାତି; ଏକ ସୂର୍ଯ୍ୟାସ୍ତଠାରୁ ପରବର୍ତ୍ତୀ ସୂର୍ଯ୍ୟୋଦୟ ମଧ୍ୟର କାଳ — Night
  • ସଂ. ବି. (ରା ଧାତୁ=ଦେବା+କର୍ତ୍ତୃ. ତ୍ରି. ଈ) — (ଅନ୍ଯ ସଂସ୍କୃତ ନାମ ନିଶା, ନିଶିଥିନୀ, ତ୍ରିଜାମା, କ୍ଷଣଦା, କ୍ଷପା।)
  • ସଂ. ବି. (ରା ଧାତୁ=ଦେବା+କର୍ତ୍ତୃ. ତ୍ରି. ଈ) — ହିରିଦ୍ରା; ହଳଦୀ — Turmeric