ରାଦ୍ଧ Rāddha

  • ସଂ. ବିଣ (ରାଧ୍ ଧାତୁ=ନିଷ୍ପନ୍ନ କରିବା+କର୍ମ. ତ) — ନିଷ୍ପନ୍ନ; ସିଦ୍ଧ — Accomplished
  • ସଂ. ବିଣ (ରାଧ୍ ଧାତୁ=ନିଷ୍ପନ୍ନ କରିବା+କର୍ମ. ତ) — ସମ୍ପନ୍ନ — Finished; completed
  • ସଂ. ବିଣ (ରାଧ୍ ଧାତୁ=ନିଷ୍ପନ୍ନ କରିବା+କର୍ମ. ତ) — ରନ୍ଧା ହୋଇ ଥିବା (ହି. ଶ.) — Cooked