ରାତ୍ରି ମଟ Rātrimaṭa

  • ସଂ. ବିଣ. ପୁଂ. (ରାତ୍ରିଂ=ରାତିକୁ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ରାତ୍ରିଚର (ଦେଖ) — Rātrichara (See)
  • ବି. ପୁଂ. — ରାତ୍ରିଚର (ଦେଖ) — Rātrichara (See)
  • ବି. ପୁଂ. — (ଉ—ବୋଇଲେ ତ୍ରିଜଟାକୁ ଏଡ଼େ କପଟ ରାତ୍ରିମଟ ହେଲେ ଜାଣି ସେ। ଭଞ୍ଜ, ବୈଦେହୀଶବିଳାସ।)