ରାତ୍ରି ବାସ Rātri bāsa

  • ସଂ. ବି. — କୌଣସି ସ୍ଥାନରେ ରାତ୍ରିରେ ଅବସ୍ଥାନ; କୌଣସି ସ୍ଥାନରେ ରାତ୍ରି ଯାପନ କରିବା — Passing the night at a place
  • ସଂ. ବି. — ରାତିହାସ ଲୁଗା; ରାତି ପିନ୍ଧା; ରାତିରେ ପିନ୍ଧି କରି ଶୋଇବା ବସ୍ତ୍ରାଦି; ଶୋଇଲା ବେଳେ ବ୍ଯବହୃତ ବସ୍ତ୍ର ଓ ଶଯ୍ୟାଦି — Night clothing worn while sleeping; night-gown; night-dress; night clothes; clothes, sheets, wrappers and bedding used by a person while in bed in the night