ରାତ୍ରି ଚର୍ଯ୍ୟା Rātri charj̄yā

  • ସଂ. ବି. — ସ୍ୱାସ୍ଥ୍ୟକାମୀ ବ୍ଯକ୍ତିର ସୂର୍ଯ୍ୟାସ୍ତଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଆହାର, ମୈଥୁନ ଓ ନିଦ୍ରାଦି ବିଷୟରେ ବୈଦ୍ୟଶାସ୍ତ୍ରାନୁମୋଦିତ ବିଧି ପାଳନ — Some observances during the night time regarding food, sleep, copulation, enjoined by the medical treatises for health-seeking people