ରାତ୍ର ପାହାନ୍ତି Rātra pāhānti

  • ଦେ. ବି. — ପ୍ରଭାତ ସମୟ ଉପସ୍ଥିତ ହେବା ସମୟ — Daybreak; dawn
  • ଦେ. ବି. — [ଦ୍ର—ଭାଷାରେ 'ରାତି' ଶବ୍ଦ ସଙ୍ଗେ ଯେତେ ଶବ୍ଦ ବ୍ଯବହାର ହୁଏ, ସାଧୁଭାଷା ବ୍ଯବହାରପ୍ରିୟ ବ୍ଯକ୍ତିମାନେ 'ରାତ୍ର' ଶବ୍ଦ ସଙ୍ଗେ ସେ ଶବ୍ଦମାନ ଲଗାଇ ବ୍ୟବହାର କରିବା ଦେଖାଯାଏ, ଯଥା—ରାତ୍ରଭୋର; ରାତ୍ରଭୋଜନ।]