ରାତିହାସ Rātihāsa
- ଦେ. ବିଣ (ସଂ. ରାତ୍ରିବାସ) — ରାତିରେ ଶୋଇଲା ବେଳେ ଯେଉଁ ଲୁଗା ପିନ୍ଧା ଯାଇଥାଏ ଓ ଯେଉଁ ଶଯ୍ୟା ଆଦି ବ୍ଯବହାର କରାଯାଇ- ଥାଏ — (clothes beddings; bed sheets) Used during night when one goes to sleep
- ଦେ. ବିଣ (ସଂ. ରାତ୍ରିବାସ) — (ଯଥା—ରାତିହାସ ଲୁଗା, ରାତିହାସଛୁଆଁ।)