ରାତିଗାଡ଼ି Rātigāṟḍ̠i
- ଦେ. ବି. (ରେଳ ପ୍ରବର୍ତ୍ତନ ହେବା ପରେ ବ୍ଯବହୃତ ଶବ୍ଦ) — ଯେଉଁ ରେଳଗାଡ଼ି କୌଣସି ସ୍ଥାନୀୟ ଷ୍ଟେସନରେ ରାତିବେଳେ ପହଞ୍ଚେ ବା ଷ୍ଟେସନ୍ରୁ ରାତିରେ ଛାଡ଼େ — Night-train
- ଦେ. ବି. (ରେଳ ପ୍ରବର୍ତ୍ତନ ହେବା ପରେ ବ୍ଯବହୃତ ଶବ୍ଦ) — ରାତିରେ ଯିବା ଆସିବା କରିବା ରେଳଗାଡ଼ି — Train travelling during night