ରାତିକଣା Rāti kaṇā

  • ଦେ. ବିଣ. ପୁଂ. (ସଂ. ରାତ୍ରୀ+କାଣ) — ଅନ୍ଧାରକଣା; ଯାହାକୁ ରାତିରେ ଭଲ ଦେଖାଯାଏ ନାହିଁ — Suffering from night-blindness; nyctalops
  • ବି. — ରାତ୍ର୍ୟନ୍ଧତା — Night- blindness; Nyctalopia