ରାତିଏ ଗଲେ ହାତିଏ ଆଣିବା Rātie gala hātie āṇibā

  • ଦେ. ପ୍ରବଚନ — (ଚୋରମାନଙ୍କ ବ୍ଯବସାୟ ପ୍ରତି ଲକ୍ଷ କରି)—ଏକ ରାତି ମଧ୍ୟରେ ଚୋରିକରି ହାତିରେ ଲଦା ହେବା ବୋଝ ପରିମିତ ଧନ(ଚୋର— ମାନେ ଆଣିବା) — (Said of the profession of a thief) To bring stolen property sufficient to load an elephant in the course of one night