ରାତି ପାହିବା Rāti pāhibā
- ଦେ. ବି. (ସଂ. ରାତ୍ରି+ପ୍ରଭାତ) — ରାତିର ଅବସାନ ବେଳା; ଭୋର, ଉଷାକାଳ; ରାତିର ଅନ୍ଧକାର ନାଶ ହୋଇ ସକାଳ ହେବା ସମୟ — Break of day; day-break; dawn
- ଦେ. ବି. (ସଂ. ରାତ୍ରି+ପ୍ରଭାତ) — (ଉ—ପାହିଲା ରାତି, କୁଆ ନେଇଗଲା କଜଳପାତୀ—ଢଗ। ନ ପାହୁ ରାତି, ନ ମରୁ ପତି, ଏକା ରାତିକ ହେଉ ସାତ ରାତି— କାହାଣୀରେ ସତୀର ପ୍ରାର୍ଥନା।)