ରାତି ଜାଗିବା Rāti jāgibā

  • ଦେ. କ୍ରି—(ବଙ୍ଗଳାରୁ ଅନୁକୃତ; ଜଗିବା ଶବ୍ଦର ଚେଇଁବା ଅର୍ଥରେ ଓଡ଼ିଆରେ ବ୍ଯବହାର ଅର୍ବାଚୀନ) — ରାତିରେ ଆଦୌ ନ ଶୋଇବା; — To remain awake throughout the night; to keep vigil; to consume the midnight oil