ରାତି ଗରଜନ Rāti garajana

  • ଦେ. ବି. (ସଂ. ରାତ୍ରୀ+ଗର୍ଜନ) — ଗଭୀର ରାତି; ନିଶାଗରଜନ; ନିଶାଗରଜିବା, (ଦ୍ର—ଗଭୀର ରାତିର ନିସ୍ତବ୍ଧତା ମଧ୍ୟରେ ଝଲ୍ଲୀରବଜନିତ ଗୋଟିଏ ଦୂରାଗତ ଶବ୍ଦ ଶୁଣାଯାଏ) — Dead of night when a grave deep sound is more imagined than heard