ରାଣ୍ଡ ହେବା Rāṇḍa hebā

  • ଦେ. କ୍ରି — ସ୍ୱାମୀର ମୃତ୍ୟୁ ଘଟିବାରୁ ବିଧବା ହେବା — To become a widow
  • ଦେ. କ୍ରି — ବିଧବା ସ୍ତ୍ରୀପରି ଦେହରୁ ସମସ୍ତ ଅଳଙ୍କାର (ବିଶେଷତଃ ହାତରୁ ଖଡ଼ୁ) କାଢ଼ିବା — To put off ornaments from the body and look like a widow