ରାଣ୍ଡ ସଭା Rāṇḍa sabhā
- ଦେ. ବି. (ନିନ୍ଦାର୍ଥକ) — ଯେଉଁଠାରେ ରାଣ୍ଡମାନଙ୍କ ଆଧିପତ୍ୟ ବା ନେତୃତ୍ୱ ଥାଏ — A place where widows have mastery
- ଦେ. ବି. (ନିନ୍ଦାର୍ଥକ) — ଯେଉଁଠାରେ ପୁରୁଷ ଅଭିଭାବକହୀନା ସ୍ତ୍ରୀମାନଙ୍କ କର୍ତ୍ତୃତ୍ୱ ଯୋଗୁଁ ଆଚାର ବ୍ଯବହାରାଦି ଉଦ୍ଦାମ ହେବାର ଦେଖାଯାଏ — A place where is no decorum or regulation due to there being no male master