ରାଣ୍ଡ ରଖିବା Rāṇḍa rakhibā

  • ଦେ. କ୍ରି. (ବଙ୍ଗଳା ଓ ହିନ୍ଦିରୁ ଅନୁକୃତ) — ବିବାହ ନ କରି କୌଣସି ସ୍ତ୍ରୀକୁ ପତ୍ନୀରୂପେ ଭୋଗ କରିବା — To entertain a mistress or concubine
  • ଦେ. କ୍ରି. (ବଙ୍ଗଳା ଓ ହିନ୍ଦିରୁ ଅନୁକୃତ) — ବେଶ୍ୟା ରଖିବା — To keep a prostitute
  • ଦେ. କ୍ରି. (ବଙ୍ଗଳା ଓ ହିନ୍ଦିରୁ ଅନୁକୃତ) — କୌଣସି ବିଧବାକୁ ସ୍ତ୍ରୀରୂପେ ରଖିବା — To live with a widow as husband and wife