ରାଣ୍ଡ ଝିଅ Rāṇḍa jhia
- ଦେ. ବି. — ବିଧବା କନ୍ଯା — A widow daughter
- ଦେ. ବି. — ବିଧବା ବାଳିକା — A widow girl
- ଦେ. ବି. — ନିରାଶ୍ରୟା ପତିହୀନା ସ୍ତ୍ରୀ — A poor and helpless widow
- ଦେ. ବି. — ନିରାଶ୍ରୟା ବିଧବାର (ନିରାଶ୍ରୟା) କନ୍ଯା — The helpless daughter of a helpless widow