ରାଣ୍ଠିରୁଣ୍ଠି ହେବା Ran̄ṭhirun̄ṭhi hebā

  • ଦେ. କ୍ରି. ବିଣ (ସଂ. କୁଣ୍ଠିତ) — ଧନ ବ୍ଯୟ କରିବାକୁ କୁଣ୍ଠିତ ହେବା — To shrink from spending money
  • ଦେ. କ୍ରି. ବିଣ (ସଂ. କୁଣ୍ଠିତ) — କୌଣସି କାର୍ଯ୍ୟ କରିବାକୁ କୁଣ୍ଠିତ ହେବା ବା ପଶ୍ଚାତ୍ପଦ ହେବା — To show aversion to do a thing