ରାଣୀ ମା Rāṇī mā

  • ଦେ. ବି. — ରାଜମାତା — Queen-mother
  • ଦେ. ବି. — (ସମ୍ମାନାର୍ଥକ) ବଡ଼ ଲୋକଙ୍କ ସ୍ତ୍ରୀଙ୍କ ପ୍ରତି ସମ୍ବୋଧନ — A term of endearment addressed to rich ladies
  • ଦେ. ବି. — ରାଣୀ ନାମ୍ନୀ ବାଳିକାର ମାତା — Mother of a girl named Rāṇī